The Ultimate Managed Hosting Platform
ADVERTISEMENT

ସଂସଦରେ ନିଟ ତାତି , କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ନିଟ-ୟୁଜି ତାତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ନିଟ-ୟୁଜି ନାମରେ ବ୍ୟାପକ ଅନିୟମିତତା ହେବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଛି ବୋଲି କହିଛନ୍ତି ବିରୋଧୀ। ନିଟ-ୟୁଜି ମାମଲା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଭିନ୍ନ ଭୋଜନାଳୟରେ ନାମ ଫଳକ ଲଗାଇବା ଲାଗି ସରକାରଙ୍କ ନିର୍ଦ୍ଦେଶନାମା, ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଅସ୍ତ୍ର କରିବା, ୟୁପିଏସସି ପରିଚାଳିତ ପରୀକ୍ଷାରେ ଅନିୟମିତତା, ଲୋକସଭାରେ ଉପବାଚସ୍ପତି ନିଯୁକ୍ତି କରିବା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସଂସଦ ସୁପରିଚାଳନା ଲାଗି ଲୋକସଭା ବାଚସ୍ପତି ଗଠନ କରିଥିଲେ ବିଜନେସ ଆଡଭାଇଜରୀ କମିଟି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login