The Ultimate Managed Hosting Platform
ADVERTISEMENT

୩ ଦିନ ହିଟୱେଭ୍; ସତର୍କ ରୁହନ୍ତୁ

Facebook
Twitter
LinkedIn

ଭୁବନେଶ୍ୱର : ହିଟୱେଭ ନେଇ ସତର୍କ କଲେ ଏସଆରସି ସତ୍ୟବ୍ରତ ସାହୁ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ଦିନ ହିଟୱେଭ । ୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ହିଟୱେଭ ରହିବ । ହିଟୱେଭ ପାଇଁ ପିକ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ । ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା । ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । କାଲି ସୁନ୍ଦରଗଡ ଜିଲ୍ଲାରୁ ୧୨ , ଝାରସୁଗୁଡା ୬ଟି ମୃତ୍ୟୁ ଅଭିଯୋଗ ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login