September 28, 2024 10:34 pm

The Ultimate Managed Hosting Platform
ADVERTISEMENT

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ହେଉଛି ବିଶ୍ଵ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷର ଥିମ୍ ରହିଛି ‘ ତମାଖୁ ମୁକ୍ତ ଶୈଶବ’ । ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା। ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହାର ଲକ୍ଷ୍ୟ। ତମାଖୁ ସେବନର କୁପ୍ରଭାବରେ କେବଳ କର୍କଟ ହେଉଛି ତାହା ନୁହଁ। ହୃଦ୍ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ପଛରେ ଏହା ମୁଖ୍ୟ କାରଣ।ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-୨ ଅନୁଯାୟୀ ଓଡ଼ିଶାରେ ୫୫.୯ ପ୍ରତିଶତ ପୁରୁଷ ଓ ୨୨.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୯.୭ ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବାବେଳେ ୩୪.୬ ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିହତ

ଏନକାଉଣ୍ଟରରେ ୯ ମାଓବାଦୀ ନିପାତ

ମାଲକାନଗିରି : ଛତିଶଗଡରେ ବଡଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ...

ତ୍ରିପୁରାରେ ବନ୍ୟା ଓ ଭୂସ୍ଖଳନ, ୧୦ ଜଣଙ୍କର ଚାଲିଗଲା ଜୀବନ

ତେଲେଙ୍ଗାନା-ଆନ୍ଧ୍ରରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ଛୁଇଁଲା ୨୭

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା । ଫଳରେ ଚାରିଆଡେ ଜଳମଗ୍ନ ହୋଇ ନବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ରାଜ୍ୟରେ ବର୍ଷା ଏବଂ...

ADVERTISEMENT
ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ଗର୍ଭବତୀ

ମାଲକାନଗିରି : ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ୭ ମାସର ଗର୍ଭବତୀ । ମାଲକାନଗିରି ଏମଭି-୯ ଗାଁର ମହିଳା ବିନିତା ମାଶ ଗତ ରବିବାର ଦିନ ସ୍ୱାସ୍ଥ୍ୟ...

Login