The Ultimate Managed Hosting Platform
ADVERTISEMENT

ପଥରରେ ଛେଚି ଖୁଡିକୁ ହତ୍ୟା !

Facebook
Twitter
LinkedIn

ବଣାଇ: ପଥରରେ ଛେଚି ଖୁଡିକୁ ହତ୍ୟା କଲା ପୁତୁରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଶୁରଖୋଲ ଗାଁରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଗୁରୁଣ୍ଡିଆ ପୋଲିସର ତଦନ୍ତ । ପୁତୁରା ରାଜେଶ ମିର୍ଧା ଓ ଖୁଡ଼ୀଙ୍କ ପଦ୍ମା ମିର୍ଧାର ପୂର୍ବରୁ ବିବାଦ ଥିଲା। ପଦ୍ମା ପାଖରେ ଥିବା ନାଳକୁ ଗାଧୋଇଇବାକୁ ଯାଇଥିବାବେଳେ ପୁତୁରା ଏହାର ସୁଯୋଗ ନେଇ ନାଳ ପାଖରେ ପହଞ୍ଚି ପ୍ରଥମେ ଏକ ବାଡ଼ିରେ ପିଟିବା ପରେ ପଦ୍ମା ଗୁରୁତର ହୋଇ ପଡ଼ିଯାଇଥିଲେ। ପରେ ପଥର ଛେଚି ତାଙ୍କୁ ହତ୍ୟା କରିଥିଲା ରାଜେଶ।ଗୁରୁଣ୍ଡିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୁତୁରାକୁ ଗିରଫ କରି ତଦନ୍ତ ଚଳାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login