The Ultimate Managed Hosting Platform
ADVERTISEMENT

ନବୀନ ନଜରବନ୍ଦୀ, ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ -ଗିରିରାଜ

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ପ୍ରଚାର । ରୋଡ ସୋ ବେଳେ ବିଜେଡି ସରକାର ଉପରେ ବର୍ଷିଲେ ଗିରିରାଜ । ଓଡିଶାରେ ସରକାର ବଦଳିବ , ବିଜେପି ସରକାର ଗଢିବ କହିଲେ । ନବୀନ ବାବୁଙ୍କୁ ୭୭ ହେଲାଣି , ଓଡିଆ ଅସ୍ମିତା ଶେଷ କରିଛନ୍ତି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡିଶାବାସୀ ବିରୋଧ କରିବା କଥା, ଓଡିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ । ବିଜେପି ସରକାର ହେବ , ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେବ । ଓଡିଶାରେ ଶାସନ ହିଁ ନାହିଁ, ନବୀନ ବାବୁ ନଜରବନ୍ଦୀ ଅଛନ୍ତି । ଓଡିଆ ଅସ୍ମିତାକୁ ବଞ୍ଚାଇବାକୁ ନୂତନ ସରକାର କରିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login