ପୁରୀ : ଆଜି ପବିତ୍ର ନୃସିଂହ ଚତ୍ତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଜନ୍ମ ନୀତି ପାଳନ ହେବା ସହ ରଥଖଳାରେ ଦୁଇ ଦୁଇଟି ଅନନ୍ୟ ପରମ୍ପରା ସମ୍ପାଦିତ ହେବ । ଆଜି ରୂପକାର ମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ହେବାକୁ ଥିବା ବେଳେ ଭୋଇ ସେବକଙ୍କ ଦ୍ୱାରା ଜନ୍ତାଗାଢ ଖୋଳାଯିବ । ଆସନ୍ତାକାଲି ତୁମ୍ଭରେ ଅର ସଂଯୋଗ ପାଇଁ ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡା ବାଡିଆ ଯିବ । ଅନ୍ୟପଟେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି ।
Views: 53