The Ultimate Managed Hosting Platform
ADVERTISEMENT

ପୁଣି ବଢିଲା ସୁନାଦର

Facebook
Twitter
LinkedIn

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ସୁନାଦର ବୃଦ୍ଧି । ପୁଣି ୮୩୧ ଟଙ୍କା ବଢିଲା ସୁନା ଦର । ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସ୍ଙ୍କ ଦେହାନ୍ତ ପରେ ସୁନା ଦରରେ ବୃଦ୍ଧି ଦେଖାଦେଇଛି। ଏହି ଘଟଣା ପରେ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି। ସୁନା ଦାମ୍ରେ ହୋଇଥିବା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଆମେରିକାରେ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ। ଏହାର ପ୍ରଭାବରେ ଆମେରିକା ସୁଧ ହାର ହ୍ରାସ କରିପାରେ ବୋଲି ଆଶା ସୃଷ୍ଟି ହୋଇଛି। ରୁପାର କେଜି ପିଛା ଦାମ୍ ୬୫୦୦ ଟଙ୍କା ବୃଦ୍ଧି ପାଇ ୯୨,୮୭୩ ଟଙ୍କା ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login