ଭୁବନେଶ୍ୱର : ଆଡି ଓଡିଶା ଆସୁଛନ୍ତି ରାମାୟଣର ରାମ ଅରୁଣ ଗୋଭିଲ । ୪ଟି ସଭାରେ ଯୋଗଦେବେ ବିଜେପି ନେତା ଅରୁଣ ଗୋଭିଲ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା । ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ସ୍ମୃତି ଇରାନୀ । ବିଜେପି ନେତାଙ୍କ ପାଇଁ ଭୋଟ ମାଗିବେ । ସମ୍ବଲପୁର, ଦେବଗଡ , ଚମ୍ପୁଆ ଓ ବଡମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
Views: 54