ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ । ୧୫ ତାରିଖରେ ବଲାଙ୍ଗିରରେ ସଭା କରିବେ ରାହୁଲ ଗାନ୍ଧି । ୧୬ ତାରିଖରେ କନ୍ଧମାଳରେ ସଭାରେ ଯୋଗଦେବେ ଖଡଗେ । ଭୁବନେଶ୍ୱରରେ ପ୍ରେସମିଟ ମଧ୍ୟ କରିବେ ଖଡଗେ । କାଲି ଜୟରାମ ରମେଶ ଭୁବନେଶ୍ୱରରେ ପ୍ରେସମିଟ କରିବେ । ଏ ନେଇ ସୂଚନା ଦେଲେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ।
Views: 58