କଟକ : କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି । କଟକ ଜେଏମଏଫସି ସ୍ୱତନ୍ତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ମାଗିଲେ ସମୟ । ତାଙ୍କ ଆବେଦନକୁ ବିଚାର କରି କୋର୍ଟ ଦେଲେ ସମୟ । ତେଣୁ ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋଟୟରେ ହାଜର ହେବେ ବୋଲି ସୂଚନା ରହିଛି ।ବର୍ଷାାଙ୍କ ଦ୍ୱାରା ଦାଏର ମାମଲାର ଉପରେ ଆଜି କୋର୍ଟ ଚାର୍ଜଫ୍ରମ କରିବାର ଥିଲା ।
Views: 67