ଉତ୍ତରାଖଣ୍ଟ: ଖୋଲିଲା ଉତ୍ତରାଖଣ୍ଡ ପ୍ରସିଦ୍ଧ କେଦାରନାଥ ମନ୍ଦିର । ମନ୍ତ୍ର ଓ ବେଦ ଧ୍ୱନୀ ଉଚ୍ଚାରଣରେ କମ୍ପିଲା ମନ୍ଦିର ପରିସର । ୪୦ କ୍ୱିଣ୍ଟାଲ ଫୁଲରେ ସୁସଜ୍ଜିତ ମନ୍ଦିର , ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ । ଗଙ୍ଗୋତ୍ରୀ, ଯମୁନେତ୍ରୀ ସହ କେଦାରନାଥ ଯାତ୍ରା ଆରମ୍ଭ । ମେ ୧୨ରୁ ବଦ୍ରିନାଥ ମନ୍ଦ୍ିର ଖୋଲିବା ନେଇ ସୂଚନା ।
Views: 66