ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡାକଡି । ଜଗିବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ , ୩ ଟେକ୍ନିକାଲ ୟୁନିଟ । ୧୦ ଅତିରିକ୍ତ ଡିସିପି, ୪୧ ଇନସ୍ପେକ୍ଟର, ୧୮୦ ଏସଆଇ ମୁତୟନ ହେବେ । ଦିନ ୨ଟା ପରଠୁ ମାଷ୍ଟରକ୍ୟାଣ୍ଡିନରୁ ବାଣୀ ବିହାର ରାସ୍ତା ସିଲ । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆଭ୍ୟନ୍ତରୀଣ ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପଜି । ବାହ୍ୟ ସୁରକ୍ଷାରେ ରହିବ କମିଶନରେଟ ପୋଲିସ। ଜନପଥ ପାଂଚ କରିଛନ୍ତି ଏସପିଜି କମାଣ୍ଡୋ, ପୋଲିସ କମିଶନରା ମୋଦିଙ୍କ ସୁରକ୍ଷାରେ ୫୫ ପ୍ଲାଟୁନ ଫୋର୍ସ ଓ ୩ ଆଣ୍ଟି ଟେରର ଗ୍ରୁପ ମୁତୟନ ହେବୋ ରୋଡ ସୋ ବେଳେ ଜନପଥ ହେବ ନୋ ଫ୍ଲାଇଂ ଜୋନ।
ରୋଡ ସୋ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ବି ଜାରି ହୋଇଛି । ରୋଡ ସୋ ବେଳେ ଯାନବାହନ ଚଳାଚଳ ବନ୍ଦ ରହିବା ସିଲ୍ ହେବ ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ଯାଏ ରାସ୍ତା। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା କରିପାରିବ ନାହିଁ ମୋଦିଙ୍କର ଏହା ଦୁଇ ଦିନିଆ ଓଡ଼ିଶା ଗସ୍ତ। କାଲି ପଶ୍ଚିମ ଓଡ଼ିଶାରେ ରହିଛି ମାରାଥନ କ୍ୟାମ୍ପେନା ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ପ୍ରଚାର କରିବୋ ଗୋଟିଏ ସପ୍ତାହରେ ମୋଦିଙ୍କର ଏହା ଦ୍ଵିତୀୟ ଓଡ଼ିଶା ଗସ୍ତା
ମୋଦିଙ୍କ ରୋଡ ସୋ: ୨ଟା ପରଠୁ କଟକଣା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...