ଭୁବନେଶ୍ୱର : ଓଜିଠୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ୩ଟି ପର୍ଯ୍ୟାୟରେ ହେବ ପରୀକ୍ଷା । ଆସନ୍ତା ୧୦ ତାରିଖ ଯାଏ ପରୀକ୍ଷା ଚାଲିବ । ସିବିଟି ମୋଡରେ ପରୀକ୍ଷା ହେବ । ଚଳିତବର୍ଷ ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପ୍ରଥି ପର୍ଯ୍ୟାୟ ପରୀକ୍ଷା ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଦିନ ୧୨ଟା ୩୦ରୁ ୨ ଟା ୩୦ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ରୁ ୬ ଟା ୩୦ ଯାଏଁ ହେବ ।
Views: 55