କୋଜିକୋଡ: ପୁଣି ଜୀବନ ହାରି ନିଟ ଛାତ୍ର । କେରଳର କୋଜିକୋଡେ ଜିଲ୍ଲାର ବିଶ୍ୱବିଦ୍ୟାଳୟ ଭବନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ନିଟ୍)ର ଜଣେ ଛାତ୍ର କେରଳର କ୍ୟାମ୍ପସ ଭିତରେ ଥିବା ବିଲଡିଂରୁ ଡେଇଁ ଜୀବନ ହାରିଛନ୍ତି। କ୍ୟାମ୍ପସ ଭିତରେ ଥିବା ବିଲଡିଂରୁ ଡେଇଁବା ପରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୀଡ଼ିତ ଜଣକ ହେଉଛନ୍ତି ଯୋଗେଶ୍ୱର ନାଥ, ଯିଏ କି କେରଳୀ ନୁହଁନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।
Views: 67