The Ultimate Managed Hosting Platform
ADVERTISEMENT

ମନ୍ତ୍ରୀଙ୍କ ପିଏସଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

Facebook
Twitter
LinkedIn

ନୂଆଦିଲ୍ଲୀ : ମନ୍ତ୍ରୀଙ୍କ ପିଏସଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ । ଝାଡଖଣ୍ଡର ରାଜଧାନୀ ରାଞ୍ଚିର ବିଭିନ୍ନ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଝାଡଖଣ୍ଡର ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବା ସୂଚନା ପାଇବା ପରେ ‘ଇଡି’ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ସହଯୋଗୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ କରିଛି। ଘଟଣାସ୍ଥଳରେ ନୋଟ୍ ଗଣତି ପାଇଁ ତଦନ୍ତକାରୀ ସଂସ୍ଥା ଇଡି ଅନେକ ମେସିନ୍ ବ୍ୟବହାର କରୁଛି ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଏହି ଚଢ଼ାଉ ଝାରଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନା କାର୍ୟ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାକୁ ନେଇ ହୋଇଛି। ଏହି ଘଟଣାରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଗତ ବର୍ଷ ଫେବ୍ରୁଆରିରେ ଗିରଫ କରାଯାଇଥିଲା। ଆଲାମଗିରି ଆଲାନ ଝାରଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login