ଭୁବନେଶ୍ୱର : ଆଗକୁ ସାଧାରଣମ ନିର୍ବାଚନ । ପ୍ରଚାରର ମଙ୍ଗ ଧରିଛିନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଡି କଳାହାଣ୍ଡି ଓ ନୂଆପଡାରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୧ଟା ୫ମିନିଟେ ଭବାନୀପାଟଣା ଶ୍ରୀକୃଷ୍ଣ ନଗରରେ ପହଂଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ନବୀନଙ୍କ ସହ କଳାହାଣ୍ଡିର ୫ ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ବିଜୁ ଜନତା ଦଳକୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବେ ।
Views: 53