The Ultimate Managed Hosting Platform
ADVERTISEMENT

ପୁଣି ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ନିର୍ବାଚନ ଭିତରେ ଆପର ମୁଖ୍ୟମନ୍ତ୍ରୀ ଜେଲରେ । ପୁଣି ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଜାମିନ ଆବେଦନକୁ ରାୱଜ ଏଭିନ୍ୟୁ କୋର୍ଟ ଦ୍ୱିତୀୟଥର ପାଇଁ ଖାରଜ କରିଦେଇଛନ୍ତି । ସୂଚନା ଥାଉ କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ମନୀଷ ସିଶୋଦିଆଙ୍କ ଜାମିନ ଆବେଦନ ଉପରେ ଶୂୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ରାୱଜ ଏଭିନ୍ୟୁ କୋର୍ଟର ବିଚାରପତି ଜଷ୍ଟିସ କାବେରୀ ବାବେଜାଙ୍କ ସାମ୍ନାରେ ସିବିଆଇ କହିଥିଲା କି, ଦିଲ୍ଲି ଅବକାରୀନୀତି ମାମଲାରେ ମୁଖ୍ୟ ଅପରାଧୀ ହେଉଛନ୍ତି ମନୀଷ ସିସୋଦିଆ । ତେଣୁ ତାଙ୍କୁ ଜାମିନ ଦେବା ଉଚିତ୍ ନୁହେଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login