The Ultimate Managed Hosting Platform
ADVERTISEMENT

ବଡ ଭାଇ ମୃତ , ସାନ ଗୁରୁତର

Facebook
Twitter
LinkedIn

ଖଣ୍ଡପଡା : ଦ୍ୱାଦଶାହ କାର୍ଯ୍ୟରେ ଯିବା ହେଲା କାଳ । ସଡକ ଦୁର୍ଘଟଣାରେ ବଡ ଭାଇମୃତ , ସାନ ଗୁରୁତର । ବାଇକରେ ଯିବା ବେଳେ କୋଟପୋଖରୀ ଗାଁରେ ଗଛ ସହ ଧକ୍କା । ଜଣଙ୍କ ଦ୍ୱାଦଶାହ କାର୍ଯ୍ୟରେ ଯୋଗ ଦେବାକୁ ୨ ଭାଇ ଯାଉଥିଲେ । ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login