ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ୩ ଦ୍ୱିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ । ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ଛାତ୍ରୀଙ୍କ ଧାରଣା । ପ୍ରବଳ ଖରା ଯୋଗୁଁ କଲେଜ ଆସି ପରୀକ୍ଷା ଦେବା ସମ୍ଭବ ନ ଥିବାରୁ ପ୍ରତିବାଦ କରିଥିଲେ । ଆସନ୍ତା ୩୦ ତାରିଖରୁ ମେ ୧୮ ତାରିଖ ଯାଏଁ ପରୀକ୍ଷା ଅଛି ।
Views: 59