The Ultimate Managed Hosting Platform
ADVERTISEMENT

ଟ୍ରକ ଧକ୍କାରେ ୩ ମୃତ

Facebook
Twitter
LinkedIn

ସୁନ୍ଦରଗଡ : ଟ୍ରକ ଧକ୍କାରେ ୩ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ । ଭସ୍ମା ଥାନା ଦର୍ଲିପାଲି ପାୱାର ପ୍ଲାଣ୍ଟ ନିକଟରେ ଦୁର୍ଘଟଣା । ଉତ୍ତ୍ୟକ୍ତ ଲୋକଙ୍କ ପାୱାର ପ୍ଲାଣ୍ଟ ନିକଟରେ ରାସ୍ତାରୋକ । ସୁନ୍ଦରଗଡ -ଦର୍ଲିପାଲି ରାସ୍ତା ସହ ପ୍ଲାଣ୍ଟକୁ ଯାତାୟତ ପ୍ରଭାବିତ । ମୃତକ ମାନେ ଦର୍ଲିିପାଲି ଅଞ୍ଚଳର ହୋଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସୁଥିବା ବେଳେ ଏହି ସମୟରେ ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୨ ଜଣଙ୍କର ଏବଂ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login