ଭୁବନେଶ୍ୱର: ଆରପାରିରେ ଲୋକସଭାର ପୂର୍ବତନ ବିଦାୟିକା ରୋଶନୀ ସିଂଦେଓ । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ତାରେ ରୋଶନୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ରୋଶନୀ ବିଧାୟିକା ଆସନରେ ଥିଲେ ।ତାଙ୍କ ପରେ ତାଙ୍କ ପୁଅ ସ୍ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ବିଧାୟକ ଆସନରେ ବସିଥିଲେ । ରୋଶନୀଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
Views: 100