ଭୁବନେଶ୍ବର: ପ୍ରାର୍ଥୀଙ୍କୁ ନେଇ କଂଗ୍ରେସରେ ତେଜିଲା ଅସନ୍ତୋଷ। ପିପିଲି ଓ ଜୟଦେବ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥିତ୍ବ ନେଇ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ଭବନରେ ଜୋରଦାର ପ୍ରତିବାଦ, ନାରାବାଜି, ହୋହଲ୍ଲା ସହ ଧସେଇ ପଶିବାକୁ ଉଦ୍ୟମ । ପିପିଲିରେ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ଆଶାୟୀ ଥିବା ନିଶିକାନ୍ତ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ସେହିପରି ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ କୃଷ୍ଣ ଶଗରିଆଙ୍କୁ କଂଗ୍ରେସ ଟିକେଟ ଦେବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି କ୍ଷ ୭ ଶହ କିଲୋମିଟର ଦୂରର ଜଣେ ନେତାଙ୍କୁ ଏଠାରେ ଦଳ କାହିଁକି ଟିକେଟ ଦେଇଛି ବୋଲି କଂଗ୍ରେସ ନେତା ଓ କର୍ମୀ ପ୍ରଶ୍ନ କରିଛନ୍ତି। ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ପ୍ରତିବାଦ କରାଯାଇଛି। ତୁରନ୍ତ ଜୟଦେବ ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଶଗରିଆଙ୍କୁ ପରିବର୍ତ୍ତନ କରି ଯୋଗ୍ୟ ନେତାଙ୍କୁ ଟିକେଟ ଦେବା ପାଇଁ ନେତା ଓ କର୍ମୀମାନେ ଦାବି କରିଛନ୍ତି କ୍ଷ କଂଗ୍ରେସ ଭବନରେ ଜୟନ୍ତ ଭୋଇଙ୍କ ସମର୍ଥକମାନେ ପ୍ରାର୍ଥିତ୍ବ ନେଇ ପ୍ରତିବାଦ କହିଛନ୍ତି କ୍ଷ
କଂଗ୍ରେସ ଭବନରେ ହୋହଲ୍ଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











