ଦିଗପହଣ୍ଡି: ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ । ବାପା ମତ୍ୟୁ ବରଣ କରିଥିବା ବେଳେ ପୁଅ ଗୁରୁତର ହୋଇଛି । ହିଞ୍ଜିଳି ଥାନା ଅଡପଡା ଗାଁ ନିକଟ ବିଲରେ ବିଦ୍ୟୁତ ତାର ଲାଗି ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାପା ମୃତ, ପୁଅ ଗୁରୁତର । ଗୁରୁତର ଅବସ୍ଥାରେ ପୁଅକୁ ଆଡପଡା ମେଡିକାଲରେ ଭର୍ତ୍ତି ।
Views: 54