The Ultimate Managed Hosting Platform
ADVERTISEMENT

ସମୁଦ୍ରରୁ ମୃତଦେହ ଉଦ୍ଧାର

Facebook
Twitter
LinkedIn

କୋଣାର୍କ: ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଅସ୍ତରଙ୍ଗ ଥାନା ଆଇଁଷିଣିଆ ଗାଁର ହୋଇଥିବା ସୂଚନା ରହିଛି । ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ସେ । ଦେହରେ କ୍ଷତ ଚିହ୍ନ ଥିବା ସୂଚନା ରହିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଥିବା ଜଣାପଡିନାହିଁ । ପୋଲିସ ଏ ନେଇ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login