ଭୁବନେଶ୍ୱର : ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପୁରୁଷ ବନ୍ଧୁଙ୍କ ନାଁରେ ଆଣିଲେ ଅଭିଯୋଗ । ଦୀର୍ଘ ୮ ବର୍ଷ ଧରି ପ୍ରେମିକ ବନ୍ଧୁଙ୍କ ସହ ଲିଭ ଇନରେ ରହିଥିଲେ ।ପ୍ରେମ, ପ୍ରତାରଣା ଓ ଧୋକା ପାଇବା ପରେ ଆଣିଲେ ଅଭିଯୋଗ । ପୁରୁଷ ବନ୍ଧୁ ବିବାହ କରିବାକୁ ଯାଉଥିବା ବେଳେ ରାଣୀ ଏ ନେଇ ଅଭିଯୋଗ ଆଣିଛନ୍ତି । ତେବେ ରାଣୀ ନିଜ ପୁରୁଷ ବନ୍ଧୁଙ୍କ ସହ ୩ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କୁ ନେଇ ରାଣୀ ଅନେକ ମନ୍ତବ୍ୟ ଦେଇଥିଲେ ।
Views: 76











