ଭୁବନେଶ୍ୱର : ମୁଁ ବିଚଳିତ ନୁହେଁ କହିଲେ ବିଧାୟକ ପ୍ରେମାନନ୍ଦ ନାୟକ । ସଭ୍ୟପଦ ରଦ୍ଦକୁ ନେଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ସଭ୍ୟପଦ ରଦ୍ଦ ନେଇ କହିଲେ କି , ଏହା ସାଧାରଣ କଥା । ଏହାକି ଗ୍ରହଣ କରୁଛି । ମୋ ଉପରେ ଏହାର ପ୍ରଭାବ ପଡିବନି କି ଏଥିପାଇଁ ବିଚଳିତ ନୁହେଁ । ଦଳ ଆଗରୁ ଛାଡିଛି , ଏବେ ଯେଉଁ ଦଳରେ ଅଛି ତା ପାଇଁ କାମ କରିବି ।
Views: 99











