The Ultimate Managed Hosting Platform
ADVERTISEMENT

ଜିଲ୍ଲାପାଳଙ୍କ ପାର୍ଯ୍ୟାଳୟ ଆଗରେ ମହିଳାଙ୍କ ଅତ୍ମାହୁତି ଉଦ୍ୟମ

Facebook
Twitter
LinkedIn

ଢ଼େଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ମହିଳାଙ୍କୁ ଆତ୍ମାହୁତି ଉଦ୍ୟମ ବେଳେ ଉଦ୍ଧାର କରାଯାଇଛି । ଢ଼େଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ କୋଇଲି ପଙ୍ଗି ଗ୍ରାମର ଏହି ମହିଳା ଜଣକ ଏକ ଅଭିଯୋଗ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । କେହି ନ ଶୁଣିବାରୁ ଆତ୍ମାହୁତି ଉଦ୍ୟମ କରିଛନ୍ତ ।

ସୂଚନାନୁଯାୟୀ, ତାଙ୍କ ୧୦ ବର୍ଷର ନାବାଳିକା ଝିଅକୁ ପଡ଼ୋଶୀ ଘର ଲୋକେ ବୁର୍ବ୍ୟବହାର କରୁଛନ୍ତି । ଏ ନେଇ ସେ ପୂର୍ବରୁ ଭାପୁର ଫାଣ୍ଡି ଅଧିକାରୀ ଓ ଢ଼େଙ୍କାନାଳ ଏସପିଙ୍କ ପାଖରେ ବହୁ ଥର ଗୁହାରି କରିଛନ୍ତି । ହେଲେ ସେମାନେ ମହିଳାଙ୍କ କଥା ଶୁଣି ନଥିଲେ । ଶେଷରେ ସେ ବାଧ୍ୟ ହୋଇ ଜିଲ୍ଲା ପାଳଙ୍କ ପାଖରେ ଏ ମାମଲାର ଅଭିଯୋଗ ନେଇ ଧାରଣା ଦେଇଥିଲେ । ଜିଲ୍ଲାପାଳଙ୍କ ଦେଖା ନ ମିଳିବାରୁ ବାଧ୍ୟ ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ, ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତେଲ ଟାଙ୍କି, ଗ୍ୟାସ ଏଜେନ୍ସି ଠକୁଛନ୍ତି : ମନ୍ତ୍ରୀ

ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କୁ ମିଲିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ...

Login