The Ultimate Managed Hosting Platform
ADVERTISEMENT

ନୂଆପଡା ଭାଲୁ ଆତଙ୍କ, ରାତିରେ ସହରରେ ବୁଲୁଛିି

Facebook
Twitter
LinkedIn

ନୂଆପଡା: ରାତି ହେଲେ ନୂଆପଡା ଖଡିଆଳ ସହରରେ ବୁଲୁଛି ଭାଲୁ । ସିସିଟିଭିରେ କଏଦ ହୋଇଛି ଦୃଶ୍ୟ । ରାତିରେ ବଜାରରେ ଲୋକଙ୍କ ଘର ସାମ୍ନାରେ ଭାଲୁ ବୁଲୁଥିବା ନେଇ ଲୋକେ ଭୟଭୀତ ହୋଇଛନ୍ତି । ଖଡିଆଲ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login