କଣ୍ଟାବାଞ୍ଜି : ନୂଆ ବସଷ୍ଟାଣ୍ଡକୁ ବିରୋଧ କରି ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । କଣ୍ଟାବାଞ୍ଜି ନଗର କମିଟି ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ବନ୍ଦ ପାଳନ । ନୂଆ ବସ ଷ୍ଟାଣ୍ଡ ନିର୍ମାଣକୁ ବିରୋଧ ଓ ପୁରୁଣା ବସ ଷ୍ଟାଣ୍ଡକୁ ଆଧୁନୀକରଣ ଦାବି । ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ କଣ୍ଟାବାଞ୍ଜି ବନ୍ଦ । ଶିକ୍ଷାନୁଷ୍ଠାନ ଓ ଜରୁରୀସେବାକୁ ଛାଡି ଆଉ ସବୁ ବନ୍ଦ । ଏହି ପ୍ରଦିବାଦରେ ଶିକ୍ଷାନୁଷ୍ଠାନ ଏବଂ ଜରୁରୀ ସେବାକୁ ଛାଡି ଦୋକାନ ବଜାର ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି ବନ୍ଦ ଯୋଗୁଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Views: 91











