The Ultimate Managed Hosting Platform
ADVERTISEMENT

ଟଳିଲେ ୩ ମାଓବାଦୀ

Facebook
Twitter
LinkedIn

ବ୍ୟୁରୋ : ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ମୃତ । ସୂଚନା ଦେଲେ ବିଜାପୁର ଜିଲ୍ଲା ଏସପି ଜିତେନ୍ଦ୍ର ଯାଦବ । କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଗୁଳିମାଡରେ ମୃତ । ଜଙ୍ଗଲରୁ ନକ୍ସଲଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତେଲଙ୍ଗାନା ଗ୍ରେ ହାଉଣ୍ଡ ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଛି। ପୂର୍ବରୁ ଅନେକ ଥର ମାଉବାଦୀଙ୍କ କାର୍ୟ୍ୟକଳାପ ଦେଖିବାକୁ ମିଳୁଥିଲା ସେହି ଅଞ୍ଚଳରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login