The Ultimate Managed Hosting Platform
ADVERTISEMENT

ଉସୁନା ଚାଉଳ ନ ଉଠିବା ପ୍ରତିବାଦରେ ଏଫସିଆଇ କାର୍ଯ୍ୟାଳୟ ଘେରଉ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରୁ ଉସୁନା ଚାଉଳ ନ ଉଠିବା ଦାବିରେ ଏଫସିଆଇ କାର୍ଯ୍ୟାଳୟ ଘେରଉ କରାଯାଇଛି । ବିଜେଡି ପକ୍ଷରୁ ଆନ୍ଦୋଳନ କରି ଘେରଉ କରାଯାଇଛି । ଏଫସିଆଇର ଅବହେଳା ପାଇଁ ରାଜ୍ୟରୁ ପ୍ରାୟ ୨୨ ଲକ୍ଷ ମେଟ୍ରିକ୍ ଟନ୍ ଉସୁନା ଚାଉଳ ଉଠିପାରୁନଥିବା ଅଭିଯୋଗ କରିଛି ବିଜେଡି । ଏ ନେଇ ବାରମ୍ବାର ଦାବି କରିବା ସହ ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର ଶୁଣୁନଥିବା କହିଛି ଦଳ । ସେ କହିଛି ଯେ, ଦେଶର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ଓଡ଼ିଶା ପ୍ରମୁଖ ରାଜ୍ୟ । ରାଜ୍ୟରେ ଉତ୍ପାଦିତ ଚାଉଳରୁ ନିଜସ୍ୱ ବ୍ୟବହାର ପରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ କେନ୍ଦ୍ର ଉଠାଉନାହିଁ । ଏଥିରେ ୨ଲକ୍ଷ ମେଟ୍ରିକ ଟନ୍ ଅରୁଆ, ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନ ଯୁକ୍ତ ଉଷୁନା ଓ ୧୫ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ରହିଛି । ଆଗକୁ ରାଜ୍ୟରେ ଗୋଟିଏ ବି ଚାଉଳ ବଳକା ରହିଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login