The Ultimate Managed Hosting Platform
ADVERTISEMENT

କାର ଧକ୍କାରେ ଚାଲିଗଲା ଚା ଦୋକାନୀଙ୍କ ଜୀବନ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ଦୁର୍ଘଟଣା । ଗାଡି ଧକ୍କାରେ ଚା ଦୋକାନୀଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଦିଲ୍ଲୀପ ପରିଡା । ସହିଦନଗର ଥାନା ପଣ୍ଡା ପାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଏଥିରେ ଥିବା ଆରୋହୀଙ୍କ ଅଟକ ରଖିଛି ପଚରା ଉଚରା କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login