ଦିଗପହଣ୍ଡି: ବି.ନୂଆଗାଁ ଇଟାଭାଟି ପାଖରୁ ନବଜାତ କନ୍ୟା ସନ୍ତାନ ଉଦ୍ଧାର । ସୂଚନା ପାଇ ଉଦ୍ଧାର କଲେ ମହିଳା ଶିଶୁ କଲ୍ୟାଣ ଅଧିକାରୀ । ନବଜାତ କନ୍ୟା ସନ୍ତାନକୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର । କିଏ ଓ କେଉଁ ପରିସ୍ଥିତିରେ ନବଜାତକୁ ଛାଡି ପଳାଇଲା ଜଣାପଡି ନାହିଁ । ପୋଲିସ ତଦନ୍ତ ଜାରି ।
Views: 68