The Ultimate Managed Hosting Platform
ADVERTISEMENT

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

Facebook
Twitter
LinkedIn

ମାଲକାନଗିରି: ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ବଡ଼ ଅପରେସନ ଆରମ୍ଭ ହୋଇଯାଇଛି। ସୁରକ୍ଷା ବାହିନୀର ଯବାନମାନେ ଛତିଶଗଡ଼ର ବିଜାପୁର-ଦନ୍ତେଓ୍ବାଡା ସୀମାରେ ଅପରେସନ ଜାରି ରଖିଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login