ଭୁବନେଶ୍ୱର : ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା । ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଏକାଠି ହେଲେ ଛାତ୍ରଛାତ୍ରୀ । ଅଧ୍ୟକ୍ଷା ବିଭିନ୍ନ ମୈାଳିକସମସ୍ୟା ସମାଧାନ କରୁ ନ ଥିବା ଅଭିଯୋଗ । ସମସ୍ୟା ଜଚ୍ଚାଇଲେ ଏକ୍ସଫେଲ କରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ମିଥ୍ୟା ବୋଲି କହିଲେ ଅଧ୍ୟକ୍ଷା ଇତିଶ୍ରୀ ପାଢୀ । କିଛି ମୁଷ୍ଟିମେୟ ଛାତ୍ରଛାତ୍ରୀଙ୍କୁ ଉସୁକେଇ ଏଭଳି କରୁଥିବା କହିଲେ ।
Views: 69