The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଗଲେ ମନମୋହନ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ଦିଲ୍ଲୀରେ ବସୁଛି ବିଜେପିର ନିର୍ବାଚନ କମିଟି ବୈଠକ । ଦିଲ୍ଲୀ ଗଲେ ରାଜ୍ୟ ସଭାପତି ମନମୋହନ ସାମଲ । ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗଲେ । ଆଜି ଆସିପାରେ ଓଡିଶାର ପ୍ରାର୍ଥୀ ତାଲିକା । ଆଜି ଓଡ଼ିଶାର କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଆଜି ଚୁଡ଼ାନ୍ତ ହୋଇପାରେ। ଓଡ଼ିଶା ସମତେ ୯ରୁ ଅଧିକ ରାଜ୍ୟର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ପଞ୍ଜାବ, ମହାରାଷ୍ଟ୍ର, ହରିଆନା ପ୍ରାର୍ଥୀଙ୍କ ନାଁ ଆସିପାରେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login