The Ultimate Managed Hosting Platform
ADVERTISEMENT

ବିଜେପିର ଆଉ ୧୫ ପ୍ରାର୍ଥୀ

Facebook
Twitter
LinkedIn

ନୂଆଦିଲ୍ଲୀ: ଲୋକସଭା ପାଇଁ ଆଉ ୧୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି । ତାମିଲନାଡୁ ପାଇଁ ୧୪ ଓ ପୁଡୁଚେରୀ ପାଇଁ ଜଣେ ପ୍ରାର୍ଥୀ ଘୋଷଣା । ଏପ୍ରିଲ ୧୯ ତାରିଖରେ ପୁଡୁଚେରୀ ଓ ତାମିଲନାଡୁରେ ଭୋଟ ଗ୍ରହଣ ହେବ । ପୁଡୁଚେରୀ ଲୋକସଭା ପାଇଁ ବିଜେପି ନମସିବିୟମଙ୍କୁ ଟିକେଟ ଦେଇଛି । ଏହି ଆସନରୁ ଏବେ କଂଗ୍ରେସ ତରଫରୁ ବି, ବୈଥଲିଙ୍ଗମ ସାଂସଦ ରହିଛନ୍ତି । କଂଗ୍ରେସ ତରଫରୁ ପୁଣି ତାଙ୍କ ଉପରେ ଭରସା କରାଯାଇଛି । ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ତାମିଲନାଡୁର ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇଙ୍କୁ କୋଇମ୍ବାଟୁର ଲୋକସଭା ଆସନ ପାଇଁ ଟିକେଟ ଦିଆଯାଇଛି । ଏହାସହ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ଦକ୍ଷିଣ ଚେନ୍ନାଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login