ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ବିଧାୟକ ପ୍ରଦୀପ୍ତ ନାଏକଙ୍କ ପ୍ରିତିକ୍ରିୟା । ମେଣ୍ଟ ନିଷ୍ପତ୍ତି ରାଜ୍ୟ ୟୁନିଟ କରିପାରିବ ନାହିଁ , କେନ୍ଦ୍ର ୟୁନିଟ କରିବ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ଚାହିଁଲେ ହିଁ ମେଣ୍ଟ ହୋଇପାରିବ । ବିଜେପି ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟରେ ଲଢିବାକୁ ପ୍ରସ୍ତୁତ । ସେଥିପାଇଁ ଗାଁକୁ ଚାଲ, ବୁଥକୁ ଚାଲ ଭଳି ଅଭିଯାନ କରୁଛି ଦଳ । ତେଣୁ ବିଜେପି ଏକାକି ଲଢିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ୍ତ ।
Views: 94











