The Ultimate Managed Hosting Platform
ADVERTISEMENT

ଏନକାଉଣ୍ଟରରେ ୪ ନକ୍ସଲ ନିହତ

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର । ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବିପୁଳ ବିସ୍ଫୋରକ ଜବତ । ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ । ନିହତ ନକ୍ସଲଙ୍କ ନାଁରେ ୩୬ ଲକ୍ଷର ପୁରସ୍କାର ରାଶି ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login