The Ultimate Managed Hosting Platform
ADVERTISEMENT

ଅଗ୍ନି-୫ର ପରୀକ୍ଷଣ, ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର :ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ପରୀକ୍ଷଣ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ । ୨୫ ଦମ ଭର୍ସନର ପରୀକ୍ଷଣ , ୫ ହଜାର କିମି ଲକ୍ଷ୍ୟଭେଦ କ୍ଷମତା । ୧.୫ ଟନ ଓଜନର ଅଣୁ -ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ଅଗ୍ନି-୫ ମିଜାଇଲ । ପରୀକ୍ଷଣ ନେଇ ଡିଆରଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ । ଡିଆରଡିଓ ବୈଜ୍ଞାନିକଙ୍କ ମିଶନ ଦିବ୍ୟାସ୍ତ୍ର ପାଇଁ ଗର୍ବିତ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login