The Ultimate Managed Hosting Platform
ADVERTISEMENT

ମୋଦୀ କରି ପାରନ୍ତିି ବଡ ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ମୋଦୀ କରିପାରନ୍ତି ବଡ ଘୋଷଣା । କିଛି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କିଛି ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ସୋମବାର ଅପରାହ୍ନ ସାଢେ ୫ଟା ସମୟରେ ଏହି ଘୋଷଣା କରିପାରନ୍ତି ମୋଦୀ । ତେବେ କେଉଁ ସମ୍ପର୍କରେ ମୋଦୀ ଏହି ଘୋଷଣା କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ସାଧାରଣ ଲୋକଙ୍କ ସହ ଜଡିତ କିଛି ବିଷୟରେ ମୋଦୀ ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login