The Ultimate Managed Hosting Platform
ADVERTISEMENT

୨୦୨୪ ଓସ୍କାର ପୁରସ୍କାର ଘୋଷଣା, “ଓପେନହାଇମର”ର ବାଜିମାତ

Facebook
Twitter
LinkedIn

ନୂଆଦିଲ୍ଲୀ : ଓସ୍କାର ଆୱାର୍ଡରେ ଫିଲ୍ମ ‘ଓପେନହାଇମର’ର ବାଜିମାତ । ଶ୍ରେଷ୍ଠ ଫିଲ୍ମ, ଅଭିନେତା ଓ ନିଦେ୍ର୍ଦଶକ ସମେତ ୭ଟି ବର୍ଗରେ ପୁରସ୍କୃତ । ଓପେନହାଇମରର ସିଲିଆନ ମର୍ଫିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଫୋର ଥିଙ୍ଗସ ଫିଲ୍ମର ଏମା ଷ୍ଟୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ବ୍ରିଟେନର ଜୋନ ଅଫ୍ ଇଣ୍ଟରେଷ୍ଟ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ । ସେହିପରି ଲୋକପ୍ରିୟ କଳାକାର ରବର୍ଟ ଡ୍ରାଉନି ଜୁନିୟର ନିଜ କ୍ୟାରିଅରର ପ୍ରଥମ ଓସ୍କାର ସମ୍ମାନ ହାତେଇଛନ୍ତି । ଚଳଚ୍ଚିତ୍ର ଓପନହାଇମର ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ହାତେଇଛନ୍ତି ରବର୍ଟ ଡ୍ରାଉନି ଜୁନିଅର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login