The Ultimate Managed Hosting Platform
ADVERTISEMENT

ଆଖଣ୍ଡଳମଣୀ ଶିବ ମନ୍ଦିରରେ ୧୪୪ ଧାରା, ଗୋଷ୍ଠୀ ବିବାଦ ପାଇଁ ପୋଲିସ ଫୋର୍ସ ମୁତୟନ

Facebook
Twitter
LinkedIn

ଅସ୍ତରଙ୍ଗ : ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । କିନ୍ତୁ ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ୍ । ଏହି ମନ୍ଦିରରେ ଜାରି ହୋଇଛି ୧୪୪ ଧାରା । ଗାଁରେ ଗୋଷ୍ଠୀ ବିବାଦ ପାଇଁ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ସାମ୍ନାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଜି ମହାଶିବରାତ୍ରିରେ ହେବାକୁ ଥିବା ଅଷ୍ଟପ୍ରହରୀ ନାମଯଜ୍ଞକୁ ବି ବନ୍ଦ କରିଛି ପ୍ରଶାସନ । ମନ୍ଦିରକୁ ଭକ୍ତ ଯାଇପାରୁନଥିବାରୁ ମନ୍ଦିର ଶୂନଶାନ୍ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login