ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳୀ । ଏଳ୍ସରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପିଢି ପରେ ପିଢିଙ୍କୁ ପ୍ରେରଣା ଯୋଗାଏ । ଦେଶ ପାଇଁ ତାଙ୍କ ଅବଦାନ ଓ ବିକାଶ ପ୍ରତିବଦ୍ଧତା ଉଦାହରଣ ।ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ଆଦର୍ଶ ହୋଇ ରହିବ । ଆଜିର ଏହି ବିଶେଷ ଦିନରେ ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ପାଇଁ ସେ ଆସୁଛନ୍ତି । ଆଜି ପରି ମହତ୍ତ୍ୱ୍ୱପୂର୍ଣ୍ଣ ଦିନରେ ସେ ଓଡ଼ିଶାରେ ଉପସ୍ଥିତ ରହିବେ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
Views: 91











