The Ultimate Managed Hosting Platform
ADVERTISEMENT

ପାରିବାରିକ କଳହରୁ ଧରା ପଡ଼ିଲା ସତ; ଚୋରା ବନ୍ଧୁକ ସହ ନକଲି ସାମ୍ବାଦିକ ଗିରଫ

Facebook
Twitter
LinkedIn

ଭଦ୍ରକ: ପାରିବାରିକ କଳହରୁ ଧରା ପଡ଼ଲା ସତ । ଚୋରା ବନ୍ଧୁକ ରଖିବା ଅଭିଯୋଗରେ ଜଣେ ନକଲି ସାମ୍ବାଦିକକୁ ଗିରଫ କରିଛି ପୋଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ବାସୁଦେବପୁର ପୌରପାଳିକା ସୁଙ୍ଗୁଡ଼ାରେ ସେକ୍ ସଲ୍ଲାମୁଦ୍ଦିନ୍ ଓ ତାଙ୍କ ପୁଅ ସକିଲ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହ ଲାଗିଥିଲା । ଏହି କଳହରେ ଉତ୍ତେଜିତ ହୋଇ ସକିଲ ଡରାଇବାକୁ ନିଜ ପାଖରେ ରଖିଥିବା ଏକ ଚୋରା ବନ୍ଧୁକ ବାହାର କରି ଦେଖାଇ ଥିଲେ । ଏନେଇ ସକିଲଙ୍କ ଭାଉଜ ସଜଦା ବିବି ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ପୋଲିସ ସକିଲକୁ ଗିରଫ କରିବା ସହ ତାଙ୍କ ପାଖରେ ରଖିଥିବା ଚୋରା ବନ୍ଧୁକ ଓ ଗୋଟିଏ ଖୋକା ଜବତ କରିଛି ।

ତେବେ ଅଭିଯୁକ୍ତ ସକିଲ ପେଶାରେ ଜଣେ ଗୁଆ ବେପାରୀ । ସେ ଗୁଆ କାଟି ବେପାର କରନ୍ତି । ଏଥି ସହ ଏକ ୟୁଟ୍ୟୁବ୍ ସାମ୍ବାଦିକ କହି ବୁମ୍ ଓ କାର୍ଡ ଧରି ବୁଲୁଥିଲେ । ଏ ନେଇ ପୋଲିସ ସକିଲକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login