The Ultimate Managed Hosting Platform
ADVERTISEMENT

ଲାଞ୍ଚ ନେଇ ଧରା ପଡିଲେ ଏଏସଆଇ

Facebook
Twitter
LinkedIn

ସାଲେପୁର : ଲାଞ୍ଚ ନେଇ ଧରାପଡିଲେ ଭଦ୍ରେଶ୍ୱର ଥାନା ଏଏସଆଇ । ଥାନା ପରିସରରେ ଏଏସଆଇ ଆଲୋକ ଷଡଙ୍ଗୀଙ୍କୁ ଧରିଲା ଭିଜିଲାନ୍ସ ।ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ଜଣେ ଲୋକଙ୍କଠୁ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଏଏସଆଇ । ଏକ ମାମଲାରେ ଦଫା କୋହଳ କରିବାକୁ ଲାଞ୍ଚ ନେଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login