ଢେଙ୍କାନାଳ : ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ସଦର ଥାନା ମଜୁରୀ ଛକ ନିକଟ ବୁଦା ମୂଳରୁ ମୃତଦେହ ଉଦ୍ଧାର । କାଲିଠୁ କୋଚିଂ ସେଣ୍ଟର ଆସି ଘରକୁ ଫେରି ନ ଥିଲେ ସମ୍ପୃକ୍ତ ଛାତ୍ରୀ । ବହୁ ଖୋଜାଖୋଜି ପରେ ଥାନାରେ ଏତଲା ଦେଇଥିଲେ ପରିବାର । ଆଜି ମିଳିବୁଦା ମୂଳରୁ ମିଳିଛି ମୃତଦେହ ।
Views: 92











