The Ultimate Managed Hosting Platform
ADVERTISEMENT

ଦୁଇ ବାଇକ ମୁହାଁମୁହିଁ ଧକ ;୧ ମୃତ, ୩ ଗୁରୁତର

Facebook
Twitter
LinkedIn

ବିନିକା: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧ ମୃତ, ୩ ଗୁରୁତର । ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ୩ ଗୁରୁତରଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login