The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ୧୫ ଲକ୍ଷ ଦିଅ-ଅପରାଜିତା

Facebook
Twitter
LinkedIn

ଭୁବନେଶ୍ୱର : ଜଟଣୀ ସଭାରେ ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ନିଶାନା । ମିଶନ ଶକ୍ତି ମହିଳାଙ୍କୁ ଟଙ୍କା ବଣ୍ଟାଯିବାକୁ ସମାଲୋଚନା କଲେ ଅପରାଜିତା । ମହିଳାମାନଙ୍କୁ ହଜାରେ ପନ୍ଦରଶହ ଦେଇ ଭୋଟ ହାତେଇବାକୁ ଚେଷ୍ଟା । ମହିଳାଙ୍କ ପ୍ରତି ଧୋକା ଦେଉଛନ୍ତି ସରକାର , ସେମାନଙ୍କୁ ଭଣ୍ଡଉଛନ୍ତି । ଯଦି ମହିଳାଙ୍କ ପ୍ରତି ଏତେ ଦରଦ ତେବେ ଜଣିକିଆ ୧୫ ଲକ୍ଷ ଦିଅନ୍ତୁ । ଯଦି ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତି ତେବେ ମୁଁ କହିବି ତାଙ୍କୁ ଭୋଟ ଦିଅ । ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତୁ, ବିଜେଡିକୁ ଭୋଟ ଦେବାକୁ କହିବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login