The Ultimate Managed Hosting Platform
ADVERTISEMENT

ଝିଅ ପରେ ଇଡିରେ ହାଜର ହେଲେ ପ୍ରଦୀପ; ଟାଟା ନିଯୁକ୍ତି ଠକେଇ ମାମଲାକୁ ନେଇ ହେବ ଜେରା

Facebook
Twitter
LinkedIn

ଭୁବନେଶ୍ୱର: ଟାଟା କମ୍ପାନୀରେ ନିଯୁକ୍ତିି ଦେବା ନେଇ ଠକେଇ ମାମଲାରେ ହୋଇଥିବା ସମନ୍ ଅନୁଯାୟି ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୂର୍ବରୁ ଦୁଇ ଥର ହାଜର ହୋଇନଥିଲେ । ପ୍ରଦୀପଙ୍କ ପୂର୍ବରୁ ତାଙ୍କ ଝିଅ ଶୃତି ପାଣିଗ୍ରାହୀଙ୍କୁ ଇଡିରେ ହାଜର କାରାଯାଇଥିଲା । ଏଥିରେ ସମ୍ପୃକ୍ତ ଆକାଶ ପାଠକ ଓ ଅଭୟ ପାଠକଙ୍କୁ ମଧ୍ୟ ହାଜର କରାଯାଇ ପଚରାଉଚରା କରାଯାଇଥିଲା ।


ଆକାଶ ଝାରପଡ଼ା ଜେଲରେ ଥିଲା ବେଳେ ଇଡ଼ି ସେଠାକୁ ଯାଇ ତାଙ୍କୁ ଜେରା କରିଥିଲା । ଆକାଶଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଆଜି ପ୍ରଦୀପଙ୍କୁ ପଚରା ଉଚରା କରାଯିବ ବୋଲି ସୂଚନା ରହିଛି । ଏ ନେଇ ଇଡିରେ ପ୍ରଦୀପ ପାଣିଗ୍ରାହୀ କରିଛନ୍ତି ଯେ, ମୁଁ ଆଇନକୁ ସମ୍ମାନ କରେ, ତେଣୁ ଇଡିକୁ ପୂର୍ଣ୍ଣ ସହଯୋଗ କରିବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login